Bhadrak ।। ଚାକିରି ଚାଲିଯିବାରୁ ବେହୋସ ହୋଇଗଲେ ମହିଳା , ମେଡିକାଲରେ ଭର୍ତ୍ତି

ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ କାର୍ଯ୍ୟରତ ଟାଟା ପାୱାର କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ସୃଷ୍ଟି କରିଛି ହଠାତ୍ ଛଟେଇ ନିଷ୍ପତ୍ତି । ଚାକିରି ହରାଇବାର ଖବର ଶୁଣି ଜଣେ ମହିଳା କର୍ମଚାରୀ ବେହୋସ ହୋଇପଡ଼ିଥିବା ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଉଠିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବେହୋସ ହୋଇଥିବା ମହିଳା ହେଲେ ଦୋବଲ ପଞ୍ଚାୟତ ଅଧୀନ ଇଟୁଆ ଗାଁର ମାନସୀ ବାରିକ । ସେ … Continue reading Bhadrak ।। ଚାକିରି ଚାଲିଯିବାରୁ ବେହୋସ ହୋଇଗଲେ ମହିଳା , ମେଡିକାଲରେ ଭର୍ତ୍ତି