ବଙ୍ଗର ରକ୍ତରଞ୍ଜିତ ରାଜନୀତି ଓ “ଗୋପାଳ ପାଠା”ର ପ୍ରଶ୍ନ || Bengal’s bloody politics and the question of “Gopal Vacha”

ଆଜି ଆମେ ଆଲୋଚନା ଏକ ଏମିତି ବିଷୟ ଉପରେ, ଯାହା କେବଳ ପଶ୍ଚିମବଙ୍ଗର ରାଜନୀତି ନୁହେଁ… ଭାରତୀୟ ଲୋକତନ୍ତ୍ରର ମାନସିକତାକୁ ମଧ୍ୟ ଦୋହଲାଇ ଦେଇଛି। ୨୦୨୬ ଓ ୨୦୨୧ର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ଯେଉଁ ପୋଷ୍ଟ ପୋଲ୍ ହିଂସା ଦେଖାଗଲା, ସେଥିରେ ଅନେକ ଲୋକ ମୃତ୍ୟୁବରଣ କଲେ, ଶତାଧିକ ଲୋକ ଘରଛାଡ଼ା ହେଲେ, ଏବଂ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଦେଶକୁ ଅସ୍ଥିର କରିଦେଲା। ଏହି ହିଂସାକୁ ନେଇ ଅନେକ ଲେଖା, ଅନେକ ରିପୋର୍ଟ, ଅନେକ ରାଜନୈତିକ … Continue reading ବଙ୍ଗର ରକ୍ତରଞ୍ଜିତ ରାଜନୀତି ଓ “ଗୋପାଳ ପାଠା”ର ପ୍ରଶ୍ନ || Bengal’s bloody politics and the question of “Gopal Vacha”