Bengali media’s propaganda against Odisha ।। ବଙ୍ଗଳା ମିଡିଆର ଓଡ଼ିଶା ବିରୋଧୀ ଅପପ୍ରଚାର
ଭାରତର ସଂଘୀୟ ରାଜନୀତିରେ ପ୍ରବାସୀ ଶ୍ରମିକ ପ୍ରସଙ୍ଗ କେବଳ ଜୀବିକା ବା ମାନବିକତାର ମାମଲା ରହିନାହିଁ। ଏହା ଏବେ ଏକ ରାଜନୈତିକ ଉପକରଣ, ଭୋଟ ଗଣିତର ଏକ ଧାର ଓ ରାଜ୍ୟ-ବିରୋଧୀ ନ୍ୟାରେଟିଭ୍ ଗଢ଼ିବାର ଏକ ସହଜ ଅବସର ହୋଇଉଠିଛି । ଦିନଗୁଡ଼ିକରେ ପଶ୍ଚିମବଙ୍ଗରେ ଯାହା ଦେଖାଯାଉଛି ତାହା ଏହି ନିଷ୍କର୍ଷକୁ ଆଉ ମଜବୁତ କରେ—ବିଜେପି ବିରୋଧୀ ଦଳଗୁଡ଼ିକ ଏକ ଯୋଜନାବଦ୍ଧ ଭାବେ ପ୍ରବାସୀ ଶ୍ରମିକ ପ୍ରସଙ୍ଗକୁ ଓଡ଼ିଶା ସରକାର ଓ ଓଡ଼ିଆ ସମାଜ ବିରୋଧରେ ଘୁରାଇ … Continue reading Bengali media’s propaganda against Odisha ।। ବଙ୍ଗଳା ମିଡିଆର ଓଡ଼ିଶା ବିରୋଧୀ ଅପପ୍ରଚାର
Copy and paste this URL into your WordPress site to embed
Copy and paste this code into your site to embed