ବଙ୍ଗଳା ସଂଗ୍ରାମ – EVM ବିବାଦ ଏବଂ ଫଳାଫଳର ଅସଲ ସତ୍ୟ || Bengal Struggle – EVM Controversy and the Real Truth of the Results

ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଆସିବା ପରେ ଭାରତୀୟ ରାଜନୀତିରେ ଏକ ବଡ଼ ଧରଣର ଝଡ଼ ସୃଷ୍ଟି ହୋଇଛି । ଗୋଟିଏ ପଟେ ବିଜୟର ଉତ୍ସବ ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଏକ ଗମ୍ଭୀର ଅଭିଯୋଗ ଆସିଛି ; ‘ଭୋଟ୍ ଚୋରି’ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସିଧାସଳଖ ନିର୍ବାଚନ କମିଶନ ଏବଂ EVM ଉପରେ ପ୍ରଶ୍ନ ଉଠାଇଛନ୍ତି । କିନ୍ତୁ କେମିତି ଏହି ଏକଜିଟ୍ ପୋଲ୍ (Exit … Continue reading ବଙ୍ଗଳା ସଂଗ୍ରାମ – EVM ବିବାଦ ଏବଂ ଫଳାଫଳର ଅସଲ ସତ୍ୟ || Bengal Struggle – EVM Controversy and the Real Truth of the Results