ଭାରତକୁ ବିଦପ ବାଲେନ ଶାହ || Balen Shah, a disaster for India

ନେପାଳ ରାଜନୀତିରେ ଏବେ ଏକ ବଡ଼ ଧରଣର ଭୂକମ୍ପ ଦେଖିବାକୁ ମିଳିଛି, ଯାହାର କମ୍ପନ କେବଳ କାଠମାଣ୍ଡୁ ନୁହେଁ, ବରଂ ଦିଲ୍ଲୀରୁ ନେଇ ୱାଶିଂଟନ ପର୍ଯ୍ୟନ୍ତ ଅନୁଭୂତ ହେଉଛି। ଆଜି ଆମେ ଆଲୋଚନା କରିବା କିପରି ନେପାଳରେ ଭାରତକୁ ପଛରେ ପକାଇ ଆମେରିକା ଏକ ବଡ଼ କୂଟନୈତିକ ବିଜୟ ହାସଲ କରିଛି ଏବଂ ଏଥିରେ ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ ଶାହ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା କ’ଣ ରହିଛି। ନେପାଳରେ ଭାରତକୁ ମାତ୍ … Continue reading ଭାରତକୁ ବିଦପ ବାଲେନ ଶାହ || Balen Shah, a disaster for India