Author: Samir Rout

ମଧ୍ୟବିତ୍ତଙ୍କୁ ଖୁସି କରିଛନ୍ତି ମୋଦି ସରକାର  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ୨୦୨୫ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ସାଧାରଣ ଲୋକ, ଯୁବକ, ଶିଳ୍ପ ଏବଂ ଅର୍ଥନୀତି ପାଇଁ ଅନେକ ବଡ ଘୋଷଣା କରାଯାଇଛି । ସରକାର ବଜେଟରେ ଘୋଷଣା କରିଛନ୍ତି ଯେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ । ଚଳିତ ବଜେଟରେ ମଧ୍ୟବିତ୍ତବର୍ଗଙ୍କ ପ୍ରତି ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ଚଳିତ ବଜେଟରେ ସାଧାରଣ ଲୋକଙ୍କ ପାଇଁ କ’ଣ ଘୋଷଣା କରାଯାଇଛି? ଆସନ୍ତୁ ବୁଝାଇବା । ସାଧାରଣ ଲୋକଙ୍କ ପାଇଁ ୧୦ଟି ବଡ଼ ଘୋଷଣା ଏବେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ଟିକସ ହାରରେ ପରିବର୍ତ୍ତନ ଯୋଗୁଁ ସରକାର ପ୍ରତ୍ୟକ୍ଷ ଟିକସ ଉପରେ ୧ ଲକ୍ଷ କୋଟି ଟଙ୍କା ଏବଂ ୨୬୦୦ କୋଟି ଟଙ୍କାର ରିହାତି ଦେବେ ।…

Read More