Author: Samir Rout

ମୋଦି ସରକାର ଏକ ଟିକସ ରିହାତି ପ୍ରଦାନ କରିଛନ୍ତି ଯାହା ଆଶାଠାରୁ ମଧ୍ୟ ଅଧିକ । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ପୂର୍ଣ୍ଣ ଟିକସ ମୁକ୍ତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହା ସହିତ ସରକାର ଏକ ନୂଆ ଟିକସ ଆଇନ ମଧ୍ୟ ଆଣିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଆସନ୍ତା ସପ୍ତାହରେ ସଂସଦରେ ନୂଆ ଟିକସ ଆଇନ ପାଇଁ ଏକ ବିଲ୍ ଉପସ୍ଥାପନ କରାଯିବ। ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ବିଶେଷ କରି କୃଷକ, ମହିଳା, ଯୁବକ, ବୟସ୍କ ଓ ମଧ୍ୟବିତ୍ତବର୍ଗଙ୍କ ଉପରେ ଗୁରୁତ୍ୱ ାରୋପ କରିଥିଲେ। ଆଇଆଇଟି ଓ ମେଡିକାଲ କଲେଜରେ ସିଟ୍ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ବେଳେ ଏଆଇ ପାଇଁ ସେଣ୍ଟର ଫର ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତୁ ନଜର ପକାଇବା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟର ପ୍ରମୁଖ ଘୋଷଣା ଉପରେ । ୧୨…

Read More