Author: Samir Rout

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିବା ସମୟରେ କର୍କଟ ଔଷଧ ଏବଂ କେତେକ ଖଣିଜ ପଦାର୍ଥ ଉପରେ ଶୁଳ୍କ ହ୍ରାସ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ତେବେ ଟେଲିକମ୍ ଉପକରଣର ଦାମ୍ ବଢ଼ିବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିବା ସମୟରେ ବେତନଭୋଗୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଘୋଷଣା କରିଛନ୍ତି । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କର୍ମଚାରୀଙ୍କ ପାଇଁ ଆୟକର ଦେବାକୁ ପଡ଼ିବ ନାହିଁ ବୋଲି ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ମୋବାଇଲ ଫୋନ୍, ଚାର୍ଜର୍ ଏବଂ କେତେକ କର୍କଟ ଔଷଧ ସମେତ କେତେକ ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ସୁନା ଓ ରୂପା ଉପରେ ସୀମା ଶୁଳ୍କ ୬ ପ୍ରତିଶତ ଏବଂ ପ୍ଲାଟିନମ ଉପରେ ୬.୪ ପ୍ରତିଶତକୁ ହ୍ରାସ ଘୋଷଣା କରାଯାଇଛି।…

Read More