Author: NAZMEEN PARWEEN

ଓଡ଼ିଶାର ଖଣିଜ ସମ୍ପଦ, ଓଡ଼ିଶାର ଶ୍ରମିକ, କିନ୍ତୁ ଶିଳ୍ପ ପ୍ରତିଷ୍ଠା ହେବ ପଡ଼ୋଶୀ ରାଜ୍ୟରେ! ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (AM/NS) ପ୍ଲାଣ୍ଟ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ସ୍ଥାନାନ୍ତର ହେବା ଖବର ଏବେ ରାଜ୍ୟର ଶିଳ୍ପ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବର୍ତ୍ତମାନର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ନବୀନଙ୍କ ଜାପାନ ଗସ୍ତ ଓ ସେହି ଐତିହାସିକ MoU ଘଟଣାର ପୃଷ୍ଠଭୂମିକୁ ଦେଖିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଏକ ଗ୍ଲୋବାଲ୍ ଷ୍ଟିଲ୍ ହବ୍ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏହି କ୍ରମରେ ସେ ଜାପାନ ଗସ୍ତ କରି ନିପନ ଷ୍ଟିଲ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ନିପନ ଷ୍ଟିଲ୍ ଓଡ଼ିଶାର କେନ୍ଦ୍ରାପଡ଼ା ଅଞ୍ଚଳରେ ଏକ ବିଶାଳ…

Read More