Author: Sarasinee Subudhi

ଭାରତୀୟ ସିନେମାର ସବୁଠାରୁ ପ୍ରତିଷ୍ଠିତ ତାରକାମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମଧୁବାଲା। ଅଧୁରା ପ୍ରେମ, ହୃଦୟ ଭଙ୍ଗା ଏବଂ ଅସମ୍ପୂର୍ଣ୍ଣ ସ୍ୱପ୍ନରେ ପରିପୂର୍ଣ୍ଣ ଜୀବନ ବଞ୍ଚିଥିଲେ କୋଟି କୋଟି ଦର୍ଶକଙ୍କ ହୃଦୟ ରାଣୀ ମଧୁବାଲା । ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ପ୍ରେମ କାହାଣୀ କାହାକୁ ବା ଅଛପା। ଦିଲୀପ କୁମାରଙ୍କ ଠାରୁ ତାଙ୍କର ବହୁ ଚର୍ଚ୍ଚିତ ବିଚ୍ଛେଦ ପରେ – ତାଙ୍କ ପିତାଙ୍କ ଦ୍ୱାରା ପ୍ରଭାବିତ ହୋଇ – ସେ ଏକ ନୀରବ ସମାରୋହରେ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ ଯାହା ସେତେବେଳେ ବଲିଉଡ ଦୁନିଆ ସହ କୋଟି କୋଟି ଭାରତୀୟଙ୍କୁ ଚକିତ କରିଦେଇଥିଲା। ବାହା ହୋଇଥିଲେ ସିନା କିନ୍ତୁ ବନ୍ଦ କୋଠରି ଭିତରେ, ଏହି ଦମ୍ପତି ଗୋଟିଏ ବିନାଶକାରୀ ସତ୍ୟ ସହିତ ସଂଘର୍ଷ କରିଥିଲେ। ବିବାହର କିଛି ସମୟ ପରେ, କିଶୋର କୁମାର ମଧୁବାଲାଙ୍କ ତାଙ୍କ ବିଗିଡ଼ିଯାଉଥିବା ହୃଦୟର ଚିକିତ୍ସା…

Read More