Author: Sarasinee Subudhi

୧୯୪୯ ମସିହାର କଥା ଯେତେବେଳେ ଇରାନରେ ଏକ ନୂତନ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ସେହି ସମୟରେ ଇରାନର ରାଜା ଥିଲେ ମହମ୍ମଦ ରଜା ଶାହ ପହଲଭି। ନୂତନ ସମ୍ବିଧାନ ସତ୍ତ୍ୱେ, କୌଣସି ପ୍ରଧାନମନ୍ତ୍ରୀ ଦୁଇ, ଚାରି ମାସରୁ ଅଧିକ ସମୟ ପାଇଁ କ୍ଷମତାରେ ରହିପାରିଲେ ନାହିଁ। ଏପରି ପରିସ୍ଥିତିରେ, ୧୯୫୨ ମସିହାରେ, ଦେଶର ନିୟନ୍ତ୍ରଣ ପ୍ରଧାନମନ୍ତ୍ରୀ ମହମ୍ମଦ ମୋସାଦ୍ଦେକଙ୍କ ହାତକୁ ଆସିଥିଲା। ସେ ଇରାନର ତୈଳ କମ୍ପାନୀଗୁଡ଼ିକୁ ଜାତୀୟକରଣ କରିବାକୁ ଚାହୁଁଥିଲେ। ତାଙ୍କ ନିଷ୍ପତି ଉପରେ ଆମେରିକା ବହୁତ କ୍ରୋଧିତ ହୋଇଗଲା। ବ୍ରିଟେନ ଏବଂ ଇରାନ ମୁହାଁମୁହିଁ ହେଲେ। ବ୍ରିଟେନ କହିଲା ଯେ କମ୍ପାନୀ ଆମର ଏବଂ ଇରାନ କହିଲା, ତେଲ ଆମର। ୧୯୫୩ ମସିହାରେ, ଯେତେବେଳେ ଆମେରିକୀୟ ଗୁପ୍ତଚର ସଂସ୍ଥା CIA, ବ୍ରିଟେନ ସହିତ ମିଶି ଇରାନରେ ଏକ ବିଦ୍ରୋହ ସୂତ୍ରପାତ କରିଥିଲା। କାରଣ ଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ବ୍ରିଟେନକୁ ପ୍ରଚୁର ଋଣ ଦେଇ ବ୍ରିଟେନର…

Read More