Author: Sarasinee Subudhi

ଇରାନକୁ ସୁରକ୍ଷା ଦେବା ପାଇଁ ଋଷ ଏବଂ ଚୀନ ଏକ ମିଳିତ ମୋର୍ଚ୍ଚା ଗଠନ କରିବାକୁ ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କଡ଼ା ବାର୍ତ୍ତା ପଠାଯାଇଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଇସ୍ରାଏଲର ଯୁଦ୍ଧରେ ଆମେରିକାର ପ୍ରବେଶକୁ ହ୍ରାସ କରିବାକୁ ତାଙ୍କୁ ଆହ୍ବାନ କରିଛନ୍ତି। ଗୁରୁବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଟେଲିଫୋନକି ଆଲୋଚନା ସମୟରେ, ଉଭୟ ନେତା ଇସ୍ରାଏଲର କାର୍ଯ୍ୟକୁ ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ଉଲ୍ଲଂଘନ ବୋଲି କହିଛନ୍ତି। ସି ଜିନପିଙ୍ଗ ଏବଂ ପୁଟିନ୍ ଏପରି ସମୟରେ ଟେଲିଫୋନରେ କଥା ହୋଇଛନ୍ତି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ, ଜଣେ ରୋଡ ସାଇଡ ଗୁଣ୍ଡା ଏବଂ ସୁପାରି କିଲର ପରି ଆଚରଣ କରି ଇରାନ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପ ଦୁଇ ଦିନ…

Read More