Author: Sarasinee Subudhi

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବା ନେଇ ସୂଚନା ପାଇବା ପରେ ଉଭୟ ଶାସକ ଓ ବିରୋଧୀ ସକ୍ରିୟ ହେବାରେ ଲାଗିଛନ୍ତି । ରାଜ୍ୟର ଦୁଇ ବିରୋଧୀଦଳ ବିଧାନସଭାରେ ଏକ ନମ୍ବର ହେବା ପାଇଁ ନିଜ ନିଜ ଭିତରେ ବଳ କଷାକଷି ଆରମ୍ଭ କରିଥିବା ବେଳେ ଏମାନଙ୍କୁ ମୁକାବିଲା କରିବା ସହ ବର୍ଷକର ସଫଳତାକୁ ଲୋକଙ୍କ ଏବେଠାରୁ ବଳ ଗୋଟାଇଲେଣି ବିରୋଧୀ। ସରକାର ବଖାଣିବେ ବର୍ଷକର ସଫଳତା ଆଗରେ ରଖିବା ପାଇଁ ସରକାର ବି ତୟାର ସୂଚନା ପାଇବା ପରେ ବିରୋଧୀ ଦଳ ପ୍ରସ୍ତୁତି ହେବାରେ ଲାଗିଛନ୍ତି। ବିଧାନସଭାର ଅଧିବେଶନ ସରକାର କାହିଁକି ଡାକୁନାହାନ୍ତି ବୋଲି ମୁଖ୍ୟ ବିରୋଧୀଦଳ ବିଜେଡି ପ୍ରଶ୍ନ କରିଥିବାବେଳେ କଂଗ୍ରେସ ବି ସମାନ ପ୍ରଶ୍ନ ପଚାରିଛି। ତେବେ ବିଧାନସଭା କେବେ ଡକାଯିବ, ତାହା ସରକାରଙ୍କ ଉପରେ ନିର୍ଭର କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ କିଛି କୁହାଯାଇନାହିଁ। ତେବେ ସେପ୍ଟେମ୍ବର ପ୍ରଥମ…

Read More