Author: Sarasinee Subudhi

ଜୁଙ୍ଗା ଗ୍ରାମପଞ୍ଚାୟତ ଓ ବକ୍ସି ବାରିଗାଁ ଗ୍ରାମପଞ୍ଚାୟତର ସୀମାନ୍ତରେ ବକ୍ସି ବାରିଗାଁ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଗସ୍ତି ନାଏକଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର ସମ୍ଭାବ୍ୟ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ଉପରେ ଆଲୋଚନା କରି, ବର୍ତ୍ତମାନର ପଞ୍ଚାୟତ ଦପ୍ତର ଓ ବ୍ଲକ କାର୍ଯ୍ୟଳୟ ଠାରୁ ବିଭିନ୍ନ ଗ୍ରାମ‌ ଓ ପଞ୍ଚାୟତର ଦୂରତା ଏବଂ ଆଞ୍ଚଳିକ ଜନସଂଖ୍ୟାକୁ ବିଚାରକୁ ନେଇ, ନୂଆ ଗ୍ରାମ ପଞ୍ଚାୟତ ଓ ନୂଆ ବ୍ଲକ୍ ଗଠନ ସକାଶେ ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ହସ୍ତଗତ ଖବର ଅନୁଯାୟୀ, ଏ ବିଷୟ ଉପରେ ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକେ ତିନି ଚାରି ଥର ବିଭିନ୍ନ ସଭାରେ ବହୁ ସଂଖ୍ୟାରେ ଯୋଗଦେଇ ଆଲୋଚନା କରିଛନ୍ତି। ପୂର୍ବରୁ ଯେତେସବୁ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ହୋଇଛି, ସେ ସମୟରେ ଏ ଅଞ୍ଚଳର ଲୋକଙ୍କ ସଂଖ୍ୟା ଓ ଦୂରତାକୁ ବିଚାରକୁ ନନେଇ ଏବଂ ଲୋକଙ୍କ ଭାବାବେଗକୁ…

Read More