Author: Sarasinee Subudhi

ଜୁନ୍ ୨୦୨୨ରେ ନାଗପୁରରେ ଏକ ତାଲିମ ଶିବିରକୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ ମୋହନ ଭାଗବତ ପରାମର୍ଶପୂର୍ଣ୍ଣ ଭାବେ ପ୍ରଶ୍ନ କରିଥିଲେ ‘ପ୍ରତ୍ୟେକ ମସଜିଦରେ ଶିବଲିଙ୍ଗ କାହିଁକି ଖୋଜିବେ?’। ଏହି ପ୍ରଶ୍ନ ସେମାନଙ୍କ ପାଇଁ ଥିଲା ଯେଉଁମାନେ କାଶୀର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ଖୋଜୁଥିଲେ। ସେତେବେଳର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୋହନ ଭାଗବତ ମଧ୍ୟ କହିଥିଲେ ଯେ ଐତିହାସିକ କାରଣରୁ ଆରଏସଏସ ରାମ ମନ୍ଦିର ଆନ୍ଦୋଳନ ସହିତ ଜଡିତ ଏବଂ ସେହି କାମ ସରିଯାଇଛି। ବର୍ତ୍ତମାନ ସେ ଏପରି କୌଣସି ଆନ୍ଦୋଳନ ସହିତ ଜଡିତ ହେବାକୁ ଚାହାଁନ୍ତି ନାହିଁ। କିନ୍ତୁ ଦେଖାଯାଉଛି ଯେ ୨୦୨୫ ସୁଦ୍ଧା ତାଙ୍କର ଦୃଷ୍ଟିକୋଣ ‘ଟିକିଏ’ ବଦଳି ଯାଇଛି। ଆରଏସଏସର ୧୦୦ ବର୍ଷ ପୂରଣ ଅବସରରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ବକ୍ତୃତାମାଳାରେ ସେ କହିଥିଲେ ଯେ ହିନ୍ଦୁ ସମାଜ (ଆନ୍ଦୋଳନକାରୀ) କାଶୀ ଏବଂ ମଥୁରା ପାଇଁ ଜିଦ୍ ଧରିବ ଏବଂ ହିନ୍ଦୁ ହୋଇଥିବାରୁ, ଆରଏସଏସ…

Read More