Author: Sarasinee Subudhi

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ (MoPSW) ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ମତରେ, ଭାରତ ୨୦୩୦ ସୁଦ୍ଧା ବିଶ୍ୱର ଶ୍ରେଷ୍ଠ ୧୦ ଜାହାଜ ନିର୍ମାଣ ରାଷ୍ଟ୍ର ମଧ୍ୟରେ ଏବଂ ୨୦୪୭ ସୁଦ୍ଧା ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ସ୍ଥାନ ପାଇବ। ସେ କହିଛନ୍ତି, “୨୦୪୭ ସୁଦ୍ଧା ବିକଶିତ ଭାରତର ମିଶନ ହେଉଛି ଗତି, ପରିମାଣ, ସ୍ଥିରତା ଏବଂ ଆତ୍ମନିର୍ଭରଶୀଳତାର ମିଶ୍ରଣ”। ପ୍ରଥମ ବନ୍ଦର-ଭିତ୍ତିକ ସବୁଜ ହାଇଡ୍ରୋଜେନ୍ ପ୍ରକଳ୍ପ ଉଦ୍ଘାଟିତ ତାମିଲନାଡୁର ଭି.ଓ. ଚିଦାମ୍ବରନାର ବନ୍ଦରରେ ଭାରତର ପ୍ରଥମ ବନ୍ଦର-ଭିତ୍ତିକ ସବୁଜ ହାଇଡ୍ରୋଜେନ୍ ପାଇଲଟ୍ ପ୍ରକଳ୍ପର ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ବିଶ୍ୱ ନିବେଶକୁ ଆକର୍ଷିତ କରିବ ଏବଂ ଭାରତର ଆର୍ଥିକ ଆକାଂକ୍ଷାରେ ତାମିଲନାଡୁକୁ ଏକ ପ୍ରମୁଖ ଯୋଗଦାନକାରୀ ଭାବରେ ପ୍ରତିଷ୍ଠା କରିବ। ଭାରତ ଶ୍ରେଷ୍ଠ ୧୦ଟି ଜାହାଜ ନିର୍ମାଣ ରାଷ୍ଟ୍ର ମଧ୍ୟରେ ସ୍ଥାନ ପାଇବ କେନ୍ଦ୍ର…

Read More