Author: Sarasinee Subudhi

ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନେତୃତ୍ୱରେ କାନାଡା ସରକାର ଭାରତ ସହିତ ସମ୍ପର୍କରେ ଉନ୍ନତିର ସଙ୍କେତ ଦେଇଛନ୍ତି। ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଭାରତ ସହିତ ସମ୍ପର୍କ ଅତ୍ୟନ୍ତ ଖରାପ ଆଡକୁ ଗତି କରିଥିଲା, କିନ୍ତୁ ବର୍ତ୍ତମାନର ସରକାର ଏକ ସକାରାତ୍ମକ ମନୋଭାବ ଦେଖାଇଛି। କାନାଡାର ଜାତୀୟ ସୁରକ୍ଷା ଏବଂ ଗୁଇନ୍ଦା ପରାମର୍ଶଦାତା, ନାଥାଲି ଡ୍ରୋଇନ୍ କହିଛନ୍ତି ଯେ ଭାରତ ଏବଂ କାନାଡା ପାରସ୍ପରିକ ଚିନ୍ତାକୁ ଦୂର କରିବା ଏବଂ ବାଣିଜ୍ୟ ସମ୍ପର୍କ ଆଲୋଚନା କରିବାର ଏକ ଉପାୟ ପାଇଛନ୍ତି। ସେ ଏନଏସଏ ଅଜିତ ଡୋଭାଲଙ୍କ ସହ ସାକ୍ଷାତ କରିବାର କିଛି ଦିନ ପରେ ଏହି ବିବୃତ୍ତି ଦେଇଛନ୍ତି । ଡ୍ରୋଇନ୍ ଗୁରୁବାର କହିଛନ୍ତି ଯେ ଗତ ସପ୍ତାହରେ ଡୋଭାଲଙ୍କ ସହ ତାଙ୍କର ସାକ୍ଷାତ ସକାରାତ୍ମକ ଫଳାଫଳ ଆଣିଛି। କାନାଡା ଏବଂ ଭାରତ ସେମାନଙ୍କର ଚିନ୍ତା ବିଷୟରେ ଆଲୋଚନା କରିବା ପାଇଁ ଯୋଗାଯୋଗ ଚ୍ୟାନେଲଗୁଡ଼ିକୁ ପୁନଃସ୍ଥାପିତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି…

Read More