Author: Anasuya Das

 ଅଧାଗଢ଼ା ପୋଲରୁ ଖସି ପଡ଼ିଲା କାର୍‌ ଗୁଗଲ୍‍ ମ୍ୟାପ ବି ନେଇପାରେ ଜୀବନ। ହଁ ଆଜ୍ଞା ଆପଣ ଠିକ ଶୁଣିଲେ। ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗୁଗଲ୍‍ ମ୍ୟାପ ଯୋଗୁଁ ଅକାଳରେ ଝରିପଡ଼ିଛି ତିନୋଟି ଅମୂଲ୍ୟ ଜୀବନ। ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣ ସାଙ୍ଗ ଗୁରଗାଁଓ ରାଇବରେଲିକୁ କାର୍‌ ଯୋଗେ ବାହାରିଥିଲେ। ତେବେ ଠିକଣା ସ୍ଥାନରେ ପହଞ୍ଚିବା ପାଇଁ ଏମାନେ ଗୁଗଲ୍‍ ମ୍ୟାପ୍‌ର ସାହାରା ନେଇଥିଲେ। ରାସ୍ତା ଭୁଲିଗଲେ ଗଲେ, ନୂଆ ସ୍ଥାନରେ କିମ୍ବା ଠିକଣା ସ୍ଥାନରେ ପହଞ୍ଚିବାକୁ ହେଲେ ବାଟ ବତାଇଥାଏ ଗୁଗଲ୍‍ ମ୍ୟାପ୍‌ । ହେଲେ ଏବେ ସେହି ଗୁଗଲ୍‍ ମ୍ୟାପ୍‌ ମୃତ୍ୟୁର କାରଣ ସାଜିଛି। ଗୁଗଲ୍‍ ମ୍ୟାପ୍‌ ପାଇଁ ଅକାଳରେ ଚାଲିଯାଇଛି ତିନି ଜଣଙ୍କ ଜୀବନ। ଅଧାଗଢ଼ା ପୋଲରୁ ଖସି ପଡିଛି କାର୍‌। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ୩ ଜଣ…

Read More