Author: TRUPTIMAYEE SAHOO

Indian Railways: ଭାରତୀୟ ରେଳବାଇର ଆର୍ଥିକ ସ୍ଥିତି ଭଲ, ଯାତ୍ରୀମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ସବସିଡି ପ୍ରଦାନ କରୁଛି: ରେଳ ମନ୍ତ୍ରୀ ରାଜ୍ୟସଭାରେ ରେଳ ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ଆଲୋଚନା ବେଳେ ରେଳ, କେନ୍ଦ୍ର ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇର ସଫଳତା ଏବଂ ଭବିଷ୍ୟତ ଯୋଜନା ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ସୁଲଭ ମୂଲ୍ୟରେ ଯାତ୍ରୀମାନଙ୍କୁ ନିରାପଦ ତଥା ଗୁଣାତ୍ମକ ସେବା ଯୋଗାଇ ଭାରତୀୟ ରେଳ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ ସ୍ଥାନ ହାସଲ କରୁଛି। ଆମ ଦେଶରେ ରେଳ ଭଡା ନିକଟ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ତୁଳନାରେ କମ୍ ଥିବାବେଳେ ପଶ୍ଚିମ ଦେଶରେ ରେଳ ଭଡା ଭାରତ ତୁଳନାରେ ୧୦-୨୦ ଗୁଣ ଅଧିକ। ରେଳ ଯାତ୍ରୀଙ୍କୁ ଦିଆଯାଉଥିବା ସବସିଡି ଉପରେ ରେଳ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଟ୍ରେନରେ କିଲୋମିଟର ଯାତ୍ରା କରିବାର…

Read More