Author: TRUPTIMAYEE SAHOO

Tariffs: ଏହା ସତ୍ତ୍ୱେ ବି ପରସ୍ପର ଉପରେ ଶୁଳ୍କ ବିପଦ ବଜାୟ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଦିନ ନିଜର ବିଶ୍ୱାସ ଦୋହରାଇଛନ୍ତି ଯେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଲାଗୁ କରୁଥିବା ବାଣିଜ୍ୟ ଶୁଳ୍କ ହ୍ରାସ କରିବ ଏବଂ ତାଙ୍କ ପ୍ରଶାସନ ଏପ୍ରିଲ ୨ରୁ ନୂଆଦିଲ୍ଲୀ ଉପରେ ସମାନ ଶୁଳ୍କ ଲାଗୁ କରିବ। ଏକ ନ୍ୟୁଜକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ସହ ତାଙ୍କର ବହୁତ ଭଲ ସମ୍ପର୍କ ରହିଛି କିନ୍ତୁ ଆମେରିକା ଉପରେ ନୂଆଦିଲ୍ଲୀର ବହୁତ ଅଧିକ ଶୁଳ୍କ ରହିଛି । ଭାରତ ସହ ମୋର ବହୁତ ଭଲ ସମ୍ପର୍କ ରହିଛି, କିନ୍ତୁ ଭାରତ ସହିତ ମୋର ଏକମାତ୍ର ସମସ୍ୟା ହେଉଛି ସେମାନେ ବିଶ୍ୱର ସର୍ବାଧିକ ଶୁଳ୍କ ଆଦାୟ  କରୁଥିବା ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । ମୁଁ ବିଶ୍ୱାସ କରେ ଯେ ସେମାନେ ବୋଧହୁଏ ସେହି ଶୁଳ୍କକୁ ଯଥେଷ୍ଟ ହ୍ରାସ କରିବାକୁ ଯାଉଛନ୍ତି,…

Read More