Author: Anasuya Das

Kanakunda: ନିକଟରେ ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ୍ସରେ ସାଇଟରେ ଫଟୋ ସେୟାର କରିବା ପରେ କାନକୁଣ୍ଡାର ବିକାଶ ପାଇଁ ଦୃଷ୍ଟି ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ଆକର୍ଷଣୀୟ କାନକୁଣ୍ଡା ଘାଟି ପୁଣି ଥରେ ଚର୍ଚ୍ଚାକୁ ଆସିଥିବା ବେଳେ ଏହାକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ଲୋକେ ଜୋରଦାର ଉଦ୍ୟମ ଚଳାଇଛନ୍ତି। ନିକଟରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଏକ୍ସରେ ଫଟୋ ସେୟାର କରିବା ପରେ କାନକୁଣ୍ଡାର ବିକାଶ ପାଇଁ ଜୋର ଦିଆଯାଇଥିଲା। ଫେବ୍ରୁଆରି ୨୭ ତାରିଖରେ ମହିନ୍ଦ୍ରା ଇବ୍ ନଦୀରେ ଥିବା ଏହି ପ୍ରାକୃତିକ ଘାଟି କାନକୁଣ୍ଡାର ଫଟୋ ପୁନଃ ପୋଷ୍ଟ କରି ଲେଖିଥିଲେ, ‘ନମସ୍କାର @odisha_tourism _tourism ଏହାକୁ ପ୍ରଥମେ ଏକ ଜାତୀୟ ଗନ୍ତବ୍ୟସ୍ଥଳ ଏବଂ ପରେ ଏକ ବିଶ୍ୱସ୍ତରୀୟ ହଟସ୍ପଟ୍ ରେ ପରିଣତ କରିବା ପାଇଁ ଆମେ କ’ଣ କରିପାରିବା ? ପର୍ଯ୍ୟଟନ ବିଭାଗ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଜଣାଇ କହିଛି ଯେ, ଓଡ଼ିଶା ପର୍ଯ୍ୟଟନ…

Read More