Author: Anasuya Das

Odisha High Court: ଅନ୍ୟ ଏକ ସର୍ତ୍ତର ସଂଶୋଧନ କରି ଜଷ୍ଟିସ ମହାପାତ୍ର ୧୦୦ କୋଟି ଟଙ୍କାର କ୍ଷତିପୂରଣ ବଣ୍ଡ ରାଶିକୁ ୭୫ କୋଟି ଟଙ୍କାକୁ ହ୍ରାସ କରିଛନ୍ତି। ପାରାଦୀପ ବନ୍ଦରରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ହେବା ପରେ ୨୦୨୩ ଡିସେମ୍ବର ପହିଲାରୁ ପାରାଦୀପ ବନ୍ଦରରେ ଅଟକ ଥିବା ମାଲବାହୀ ଜାହାଜ ଏମଭି ଦେବୀର ମୁକ୍ତ ପାଇଁ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ୍) ଆଇନ ଅନୁଯାୟୀ ସ୍ୱତନ୍ତ୍ର ଅଦାଲତ ଧାର୍ଯ୍ୟ କରିଥିବା ସର୍ତ୍ତରେ ସଂଶୋଧନ କରିଛନ୍ତି ହାଇକୋର୍ଟ। ଜଗତସିଂହପୁର ଜିଲ୍ଲା କୁଜଙ୍ଗସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ-ଏନଡିପିଏସ୍ କୋର୍ଟ ଦେଇଥିବା ୧୦ କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିକୁ ଜଷ୍ଟିସ୍ ଏ.କେ ମହାପାତ୍ର ଛାଡ଼ କରିଛନ୍ତି। ଅନ୍ୟ ଏକ ସର୍ତ୍ତରେ ସଂଶୋଧନ କରି ଜଷ୍ଟିସ ମହାପାତ୍ର ୧୦୦ କୋଟି ଟଙ୍କାର କ୍ଷତିପୂରଣ ବଣ୍ଡ ରାଶିକୁ ୭୫ କୋଟି ଟଙ୍କାକୁ ହ୍ରାସ କରିଛନ୍ତି। ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ…

Read More