Author: Anasuya Das

Odisha: ଫଳରେ ବିଶ୍ୱ ସଂଯୋଗକୁ ସୁଦୃଢ କରିବ ଓଡ଼ିଶା ଚଳିତ ବର୍ଷ ଜୁନ୍ ମାସରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳ କରିବ, ଯାହା ଓଡ଼ିଶାର ବିଶ୍ୱ ସଂଯୋଗକୁ ସୁଦୃଢ଼ କରିବ। ଏହା ସହିତ ଭୁବନେଶ୍ୱରରୁ ଏବେ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ ଓ ଆବୁଧାବି ଭଳି ୪ଟି ଗନ୍ତବ୍ୟସ୍ଥଳକୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ। ୨୦୨୩ ମେ’ ମାସରେ ଆରମ୍ଭ ହେବା ପରଠାରୁ ଭୁବନେଶ୍ୱର-ଦୁବାଇ ରୁଟ୍ ରେ ସମ୍ପୂର୍ଣ୍ଣ ବୁକିଂ ହୋଇଛି, ଯାହା ମଧ୍ୟପ୍ରାଚ୍ୟ ସଂଯୋଗର ଅଧିକ ଚାହିଦାକୁ ସୂଚାଉଛି। ଏହି ଧାରାକୁ ଦୃଷ୍ଟିରେ ରଖି ନୂଆ ଆବୁଧାବି ରୁଟରେ ମଧ୍ୟ ସମାନ ସଫଳତା ଆଶା କରାଯାଉଛି । ଦୁଇଟି ପ୍ରମୁଖ ଉପସାଗରୀୟ ଗନ୍ତବ୍ୟସ୍ଥଳକୁ ସିଧାସଳଖ ସଂଯୋଗ କେବଳ ଗୋଟିଏ ଷ୍ଟପ୍ ଓଭର ସହିତ ୟୁରୋପ, ଉତ୍ତର ଆମେରିକା ଏବଂ କାନାଡାକୁ ପ୍ରବେଶ କୁ ବଢ଼ାଇଥାଏ, ଯାହା ଓଡ଼ିଶାର ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ…

Read More