Author: Anasuya Das

Polavaram: ବିରୋଧୀ ବିଜେଡି ଓ କଂଗ୍ରେସ ଗୁରୁବାର ପୁଣି ବିଧାନସଭାରେ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ଅଚଳ ହୋଇଛି। ସକାଳ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକମାନେ ପୋଲାଭରମ ପ୍ରକଳ୍ପକୁ ନେଇ ଗୃହମଧ୍ୟକୁ ଆସି ନାରାବାଜି କରିଥିଲେ। ପୋଲାଭରମ ପ୍ରସଙ୍ଗରେ ମୁଲତବୀ ନୋଟିସ୍ ଦାଖଲ କଲା ବିଜେଡି । ତେବେ ଏହି ନୋଟିସକୁ ଖାରଜ କରାଯିବା ପରେ ବିଜେଡି ସଭ୍ୟମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ହଙ୍ଗାମା ଭିତରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଆମେ ଓଡ଼ିଶା ପାଇଁ ଲଢ଼େଇ ଜାରି ରଖିବୁ। ମାମଲା ବିଚାରାଧୀନ ଥିବାରୁ ଯଦି ସେମାନଙ୍କ ଘରେ ନିଆଁ ଲାଗିଯାଏ ତେବେ ସେମାନେ ନିଆଁକୁ ଆୟତ୍ତ କରିବେ ନାହିଁ କି ଆନ୍ଧ୍ର ଉଚ୍ଚତା ବଢ଼ାଉଛି ଯାହା ଶେଷରେ ଓଡ଼ିଶାକୁ ପାଣିରୁ ବଞ୍ଚିତ କରିବ। ତେଣୁ ଆମେ ଗୃହରେ ଏ ନେଇ ଆଲୋଚନା କରିବାକୁ ଚାହୁଁଛୁ ବୋଲି ବିଜେଡି ବିଧାୟକ ଅରୁଣ କୁମାର…

Read More