Author: Anasuya Das

Heatwave: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରିବା ସହ ଅତ୍ୟଧିକ ପରିସ୍ଥିତି ପ୍ରତି ସତର୍କତା ଅବଲମ୍ବନ କରିବାକୁ ସତର୍କ କରାଇଦେଇଛି। ବସନ୍ତରେ ବୈଶାଖୀର ତାତି ଦେଖିବାକୁ ମିଳିଛି। ଦୋଳ ଓ ହୋଲିର ମାହୋଲ ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିସାରିଥିବାରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନେକ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରିବା ସହ ଅତ୍ୟଧିକ ପରିସ୍ଥିତି ପ୍ରତି ସତର୍କତା ଅବଲମ୍ବନ କରିବାକୁ ସତର୍କ କରାଇଦେଇଛି। ମାର୍ଚ୍ଚ ମଧ୍ୟ ଭାଗରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ଯାହା ଉଭୟ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳକୁ ବିଶେଷ ଭାବେ ପ୍ରଭାବିତ କରିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଜଣାଶୁଣା ରାଜ୍ୟର ପଶ୍ଚିମାଞ୍ଚଳରେ ତାତି ବଢିବାରେ ଲାଗିଛି। ଆଇଏମଡି ପୂର୍ବାନୁମାନ କରିଛି ଯେ ହୋଲି ପାଇଁ ଜୋରସୋରରେ…

Read More