Author: Anasuya Das

Encounter: ବିଜାପୁର ଓ ଦାନ୍ତେଓ୍ୱେଡ଼ା ଜିଲ୍ଲାର ସୀମାନ୍ତରେ ଥିବା ଏକ ଜଙ୍ଗଲରେ ସକାଳ ପ୍ରାୟ ୭ଟା ବେଳେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ଛତିଶଗଡ଼ ବିଜାପୁର ଜିଲ୍ଲାରେ ଗୁରୁବାର ସୁରକ୍ଷାବାହିନୀ ଏନକାଉଣ୍ଟରରେ ୧୮ ଜଣ ନକ୍ସଲ ନିପାତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଜଣେ ପୁଲିସ ଯବାନ ମଧ୍ୟ ସହିଦ ହୋଇଛନ୍ତି । ବିଜାପୁରର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ଓ ୨ ଜଣ ସୁରକ୍ଷାକର୍ମୀ ନିହତ ହେବାର ଏକ ମାସ ପରେ ଏହି ଅପରେସନ ଆରମ୍ଭ ହୋଇଛି। ବିଜାପୁର ଓ ଦାନ୍ତେଓ୍ଵାଡା ଜିଲ୍ଲାର ସୀମାନ୍ତରେ ଥିବା ଏକ ଜଙ୍ଗଲରେ ସକାଳ ପ୍ରାୟ ୭ଟା ବେଳେ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଟିମ୍ ବିଜାପୁରର ଗଙ୍ଗଲୁର ଥାନା ଅଞ୍ଚଳରେ (ବିଜାପୁର)ରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ୧୮ ଜଣ ନକ୍ସଲଙ୍କ…

Read More