Author: TRUPTIMAYEE SAHOO

ଓଡ଼ିଶା ଆଜି ଧର୍ଷଣକାରୀ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ଭୟରେ ଭୟଭୀତ। ଅନୁପ୍ରବେଶକାରୀ ବାଂଲାଦେଶୀଙ୍କ ସମସ୍ୟା ଏବର ନୁହଁ। ଏହା ଗତ ୬୦ବର୍ଷର ସମସ୍ୟା। ତେଣୁ ପ୍ରଶ୍ନ ଉଠୁଛି ଓଡ଼ିଶାର ଝିଅମାନଙ୍କୁ ବଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଧର୍ଷଣ କରାଇବା ଓ ରାଜ୍ୟ ଯୁବକମାନଙ୍କୁ ନିଶାଦ୍ରବ୍ୟ ଯୋଗାଇ ଦେଇ ସେମାନଙ୍କୁ ପଥଭ୍ରଷ୍ଟ କରିବାରେ କିଏ ଉତ୍ତର ଦାୟୀ। ଏଥିପାଇଁ ଏବେ ଶାସନ କ୍ଷମତାରେ ଥିବା ବିଜେପି ସରକାର ନା ବିଗତ ଦିନରେ ରାଜ୍ୟକୁ ଶସନ କରିଥିବା କଂଗ୍ରେସ ଓ ବିଜେଡି ସରକାର ଏଥିପାଇଁ ଦାୟୀ। ଏବେ ବାଂଲାଦେଶୀ ଅନୁପ୍ରବେଶ ପ୍ରଶ୍ନ ଉପରେ ରାଜନୀତିକ ଆଲୋଚନା, ଆଶଙ୍କା ଏବଂ ପ୍ରଶାସନୀୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ଏହି ଅଭିଯୋଗ, ତଥ୍ୟ, ପରିସ୍ଥିତି ଏବଂ ସରକାରୀ କାର୍ଯ୍ୟକଳାପକୁ ନିରପେକ୍ଷ ଭାବରେ ପର୍ଯ୍ୟବେଷଣ କରିବାକୁ ଏହି ପ୍ରବନ୍ଧର ଉଦ୍ଦେଶ୍ୟ। ଅନୁପ୍ରବେଶ ପ୍ରଶ୍ନ କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ଦୀର୍ଘଦିନ ଧରି ଚର୍ଚ୍ଚାର ବିଷୟ—ବିଶେଷକରି ପୂର୍ବ ପ୍ରାନ୍ତଗୁଡ଼ିକରେ। ଓଡ଼ିଶାରେ ଏହା କିପରି…

Read More