Author: TRUPTIMAYEE SAHOO

ଉତ୍ତର ପ୍ରଦେଶ ସମେତ ନଅଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) ପ୍ରକ୍ରିୟା ଚାଲିଛି । ଉତ୍ତର ପ୍ରଦେଶରେ ଏହି ପ୍ରକ୍ରିୟା ନଭେମ୍ବର ୪ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ସମ୍ପୂର୍ଣ୍ଣ ଏକ ମାସ ପର୍ଯ୍ୟନ୍ତ ଚାଲିବ, ଯାହାର ଶେଷ ତାରିଖ ଡିସେମ୍ବର ୪ ତାରିଖ। ରାଜ୍ୟର ନିଜ ନିଜ ଅଞ୍ଚଳରେ SIR ପ୍ରକ୍ରିୟା ସୁଗମ ଭାବରେ ପରିଚାଳନା କରିବା ପାଇଁ ପୂର୍ବରୁ ଅନେକ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହି ସମୟରେ, ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ ଭୋଟରମାନେ ଦୁଇଟି ସ୍ଥାନରୁ ଗଣନା ଫର୍ମ ପୂରଣ କରିବେ ନାହିଁ । ଜନପ୍ରତିନିଧିତ୍ୱ ଆଇନର ଧାରା ୩୧ ଅନୁଯାୟୀ, ଯଦି ଜଣେ ଭୋଟର ଦୁଇଟି ସ୍ଥାନରୁ ଗଣନା ଫର୍ମ ଦାଖଲ କରନ୍ତି । ତେବେ ତାଙ୍କୁ ଏକ ବର୍ଷ ଜେଲଦଣ୍ଡ କିମ୍ବା ଜରିମାନା…

Read More