Author: TRUPTIMAYEE SAHOO

        ଡ. ସମନ୍ୱୟ ନନ୍ଦ ଦେଶର ଜନଜାତୀୟ ସଂସ୍କୃତିକୁ ଯଦି କାହା ଠାରୁ ସବୁଠାରୁ ଅଧିକ ବିପଦ ରହିଛି ତେବେ ତାହା ହେଉଛି କନଭର୍ଜନ କରାଉଥିବା ଖ୍ରୀଷ୍ଚିଆନ ମିଶନାରୀ ମାନଙ୍କ ଠାରୁ । କାରଣ ଖ୍ରୀଷ୍ଟିଆନ ମିଶନାରୀ ମାନେ ଜନଜାତି ବର୍ଗର ଲୋକ ମାନଙ୍କୁ କନଭର୍ଜନ କରିବା ଦ୍ୱାରା ସେମାନେ ନିଜର ପୂର୍ବପୁରୁଷ, ପରମ୍ପରା, ନିଜର ଦେବୀ ଦେବତା ଓ ପ୍ରକୃତି ଠାରୁ କଟି ଯାଇଥାନ୍ତି । କନଭର୍ଟ ହୋଇଯାଉଥିବା ଲୋକ ମାନେ ସେମାନଙ୍କର ସମାଜର ପରମ୍ପରାକୁ ଘୃଣା କରିଥାନ୍ତି । ସେମାନେ ନିଜର ପୂର୍ବପୁରୁଷଙ୍କ ପରମ୍ପରାକୁ ଘୃଣା କରିବା ସହ ବିଦେଶୀ ପରମ୍ପରାକୁ ଆପଣାଇଥାନ୍ତି ଯଦ୍ୱାରା ସେମାନଙ୍କର ସମାଜରେ ସାମାଜିକ ବୈମନସ୍ୟ ବିବାଦ ଆଦି ଦେଖା ଦେଇଥାଏ । କନଭର୍ଜନ ଦ୍ୱାରା ଜନଜାତୀୟ ସମାଜ ଭାଗ ଭାଗ ହୋଇ ଯାଇଥାଏ । କନଭର୍ଜନ ଭାଇ-…

Read More