Author: TRUPTIMAYEE SAHOO

           ସୁରମ ପାଢୀ (ବାଚସ୍ପତି) ମହାମହିମ ରାଷ୍ଟ୍ରପତି ପରମ ସମ୍ମାନନୀୟ ଦ୍ରୌପଦୀ ମୁର୍ମୁ ଚଳିତ ମାସରେ ଓଡ଼ିଶା ବିଧାନସଭାକୁ ସମ୍ୱୋଧିତ କରିବା ଓଡ଼ିଶାବାସୀଙ୍କ ପାଇଁ ଏକ ଐତିହାସିକ ଘଟଣା। ଆମ ବିଧାନସଭା ଇତିହାସରେ ଭାରତବର୍ଷର କୌଣସି ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ସମ୍ବୋଧନ । ଏହି ଅବସରରେ ଓଡ଼ିଶାବାସୀ ଓ ଓଡ଼ିଶା ବିଧାନସଭା ତରଫରୁ ମୁଁ ମହାମହିମଙ୍କୁ ଭବ୍ୟ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି । ଶ୍ରୀମତୀ ମୁର୍ମୁ ମହାମହିମ ପଦରେ ଅଧିଷ୍ଠିତ ହେବା ପରେ କୌଣସି ବିଧାନସଭାକୁ ସମ୍ବୋଧିତ କରିବାରେ ଏହା ନବମ ଘଟଣା। ଶ୍ରୀମତୀ ମୁର୍ମୁ ଆମ ଓଡ଼ିଶା ମାଟିର କନ୍ୟା ହୋଇଥିବାରୁ ସମସ୍ତ ଓଡ଼ିଶାବାସୀ ଗର୍ବିତ । ଶ୍ରୀମତୀ ମୁର୍ମୁ ଯେ କେବଳ ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ରୂପେ ମହାମହିମ ପଦ ଭାର ଗ୍ରହଣ କରି ଆମକୁ ଗୌରବାନ୍ୱିତ କରିଛନ୍ତି ତା ନୁହେଁ ବରଂ ବହୁ ବିଷୟରେ ସେ ପ୍ରଥମ…

Read More