Author: TRUPTIMAYEE SAHOO

ଆମେରିକାର ପ୍ରତିବନ୍ଧକ ସତ୍ତ୍ୱେ ଭାରତ-ରୁଷ ସମ୍ପର୍କ ଦିନକୁ ଦିନ ମଜବୁତ ହେଉଛି । ଭାରତ ରୁଷ ସହିତ ସହଯୋଗରେ ଆର୍କଟିକରେ ଅନୁସନ୍ଧାନ ଏବଂ ବାଣିଜ୍ୟ ମିଶନ ଆରମ୍ଭ କରିଛି । ଭାରତ ରୁଷର ଉତ୍ତର ସମୁଦ୍ର ମାର୍ଗ (NSR) ଉପରେ ବିଶେଷ ଧ୍ୟାନ ରଖିଛି। ଏହା ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ସ୍ଥାପନ କରିବାରେ ଏବଂ ରୁଷ ସହିତ ବାଣିଜ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରୁଛି । ତଥାପି ଚୀନ୍ ସବୁଠାରୁ ବଡ଼ ପ୍ରତିବନ୍ଧକ ଭାବରେ ଉଭା ହୋଇଛି । ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷର ବିଶ୍ୱବ୍ୟାପୀ ଏକାକୀ ହେବା ପରଠାରୁ ଏହା ଚୀନ୍ ସହିତ ନିକଟତର ହୋଇଛି ଯାହା ଭାରତର ଚିନ୍ତାକୁ ବୃଦ୍ଧି କରୁଛି । ତଥାପି ରୁଷ ଏବେ ବି ଚୀନ୍ ପ୍ରତି ଅନିଶ୍ଚିତ ରହିଛି। ଏହି କାରଣରୁ ରୁଷ ଭାରତକୁ ଚୀନ୍ ପରି ଗୁରୁତ୍ୱ ଦେଇ ଚାଲିଛି। ଉତ୍ତର ସମୁଦ୍ର ମାର୍ଗରେ ଭାରତ…

Read More