Author: TRUPTIMAYEE SAHOO

ରଣବୀର ସିଂହଙ୍କ ସଦ୍ୟତମ ମୁକ୍ତିଲାଭ କରିଥିବା “ଧୁରନ୍ଧର” ଏକ ଉଚ୍ଚ-ଅକ୍ଟେନ୍ ସ୍ପାଇ ଆକ୍ସନ୍ ଥ୍ରୀଲର ଯାହା ଡିସେମ୍ବର ୫ ,୨୦୨୫ରେ ସିନେମା ହଲରେ ରିଲିଜ୍ ହେବ । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗୁପ୍ତଚର କାର୍ଯ୍ୟ ଦ୍ୱାରା ଅନୁପ୍ରାଣିତ । ରଣବୀର ଜସ୍କିରତ ସିଂହ ରଙ୍ଗି ଭୂମିକାରେ ଅଭିନୟ କରିଛନ୍ତି ଜଣେ ଯୁବକ ପଞ୍ଜାବୀ ଯିଏ ଜେଲରୁ ମୁକ୍ତ ହେବା ପରେ ପାକିସ୍ତାନର କରାଚୀ ଅଣ୍ଡରୱାର୍ଲ୍ଡ ରେ ଅନୁପ୍ରବେଶ କରିବା ପାଇଁ “ହମଜା ଅଲି ମଜାରୀ” ହୋଇଯାଆନ୍ତି । ଅକ୍ଷୟ ଖାନ୍ନା, ଆର. ମାଧବନ, ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ଏବଂ ସାରା ଅର୍ଜୁନ ଅଭିନୀତ “ଧୁରନ୍ଧର” ବକ୍ସ ଅଫିସରେ ଏକ ସ୍ନେସନାଲ ସୃଷ୍ଟି କରୁଛି । ଏହା କେବଳ ଛଅ ଦିନରେ ନେଟ୍ କଲେକ୍ସନରେ ୧୮୦ କୋଟି ଅତିକ୍ରମ କରିସାରିଛି ଯାହା ରଣବୀରଙ୍କ “ପଦ୍ମାବତ” (୩୦୨ କୋଟି)କୁ ପଛରେ ପକାଇବା ପାଇଁ ଟ୍ରାକରେ ଅଛି । କିନ୍ତୁ “ଧୁରନ୍ଧର”…

Read More