Author: TRUPTIMAYEE SAHOO

ସମାଜ ପାଇଁ କେଉଁଟି ଅଧିକ ଗୁରୁତ୍ୱପୂର୍ଣ୍ଣ- ନେତା ନା ଶିକ୍ଷକ? ଏହି ପ୍ରଶ୍ନର ଉତ୍ତର ଜାଣିବା ଆବଶ୍ୟକ କାରଣ ଏହା ଅତ୍ୟନ୍ତ ଜରୁରୀ। ଏହା ସତ ଯେ, ରାଜନୈତିକ ବ୍ୟବସ୍ଥାରେ ନେତାଙ୍କର ଆବଶ୍ୟକତା ରହିଛି। ସେମାନେ ଦେଶ ପାଇଁ ନୀତି ପ୍ରଣୟନ ଓ କାର୍ଯ୍ୟକାରୀ କରନ୍ତି । କିନ୍ତୁ ଏକଥା ଭୁଲିଯିବା ଉଚିତ ନୁହେଁ ଯେ ଜଣେ ଶିକ୍ଷକ ସମଗ୍ର ସମାଜକୁ ପରିବର୍ତ୍ତନ କରିବାର ଶକ୍ତି ରଖିଥା’ନ୍ତି। ଶିକ୍ଷକଙ୍କ ଭୂମିକା ଜଣେ ଶିକ୍ଷକ କେବଳ ପିଲାମାନଙ୍କୁ ପାଠ ପଢ଼ାନ୍ତି ନାହିଁ। ସେମାନେ ପିଲାମାନଙ୍କର ମନ ଏବଂ ଚରିତ୍ରକୁ ଗଠନ କରନ୍ତି। ପିଲାମାନଙ୍କର ଜ୍ଞାନ ବଢ଼ାଇବା ସହିତ, ସେମାନେ ଦେଶର ଭବିଷ୍ୟତ ନାଗରିକଙ୍କୁ ସୃଷ୍ଟି କରନ୍ତି। ଜଣେ ଯୋଗ୍ୟ ଶିକ୍ଷକ ହିଁ ଭଲ ନେତା, ଭଲ ଡାକ୍ତର, ଭଲ ଇଞ୍ଜିନିୟର ତଥା ଉତ୍ତମ ନାଗରିକ ତିଆରି କରିଥା’ନ୍ତି। ଏଥିପାଇଁ ସମାଜର ମୂଳଦୁଆ ଭାବରେ ଶିକ୍ଷକଙ୍କ ଗୁରୁତ୍ୱ ଅନ୍ୟ କାହାଠାରୁ ଶହେ ଗୁଣ ଅଧିକ।…

Read More