Author: Anasuya Das

pet dog: ଆବେଦନକାରୀ ଅଯଥାରେ ଅଦାଲତର ମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି ବୋଲି କୋର୍ଟ କହିଛନ୍ତି। ଆପଣ ଏମିତି କଥା କେବେ ଶୁଣିନଥିବେ। ନିଜର ପୋଷା କୁକୁର ଫେରି ପାଇବା ପାଇଁ ଜଣେ ମହିଳା ହାଇକୋର୍ଟର ଦ୍ୱାରସ୍ଥ ହେବା, ଆଉ କୋର୍ଟ ତାଙ୍କର ଏପରି ଅଯଥା ଆବେଦନ ପାଇଁ ଜରିମାନା ପକାଇବା। ହଁ ଆଜ୍ଞା ଏପରି ଘଟଣା ଘଟିଛି ଓଡ଼ିଶାରେ। ବୋହୂଙ୍କ ଠାରୁ ବିୟୁଟି ନାମକ ପୋଷା କୁକୁର ଫେରାଇ ଆଣିବା ଆବେଦନରେ ହାଇକୋର୍ଟ ଜଣେ ୫୨ ବର୍ଷୀୟା ମହିଳାଙ୍କୁ ୧ହଜାର ଟଙ୍କା ଜରିମାନା କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୫ ଜାନୁଆରି ୨୦ ତାରିଖରେ କଟକ ମହିଳା ଥାନାରେ ଯୌତୁକ ନିର୍ଯାତନା ମାମଲା ପରେ ଆବେଦନକାରୀଙ୍କ ବୋହୂ ୩ ବର୍ଷର କୁକୁରକୁ ଘରୁ ଜବତ କରିବା ସମୟରେ ନେଇଯାଇଥିଲେ। ୨୦୨୦ ଜୁଲାଇ ୧୪ତାରିଖରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ୨୦୨୪ ସେପ୍ଟେମ୍ବର ୩୦ତାରିଖରେ ବୋହୂ ବାରଙ୍ଗସ୍ଥିତ ତାଙ୍କ ବୈବାହିକ…

Read More