Author: TRUPTIMAYEE SAHOO

ଭାରତୀୟ ସଂସଦର ଉଚ୍ଚ ସଦନ ବା ରାଜ୍ୟସଭା, ସଦା ସର୍ବଦା ଗଣତନ୍ତ୍ରର “ସନ୍ତୁଳନ ଚକ୍ର” ବୋଲି ପରିଚିତ। ଲୋକସଭାରେ ଆବେଗ, ରାଜନୈତିକ ଲହରୀ ଓ ତୁରନ୍ତ ସଂଖ୍ୟାଗତ ବହୁମତ ଥାଏ; କିନ୍ତୁ ରାଜ୍ୟସଭା ଥାଏ ସଂଯମ, ଅନୁଭବ ଓ ନୀତିଗତ ପ୍ରତିବାଦର ମଞ୍ଚ ଭାବରେ। କିନ୍ତୁ ୨୦୨୬ ମସିହାରେ ହେବାକୁ ଯାଉଥିବା ୭୧ଟି ରାଜ୍ୟସଭା ଆସନର ନିର୍ବାଚନ ଏହି ଧାରଣାକୁ ଗଭୀର ପ୍ରଶ୍ନର ସମ୍ମୁଖୀନ କରିଦେଉଛି। ଏହା କେବଳ ଆସନ ଶୂନ୍ୟ ହେବାର ଘଟଣା ନୁହେଁ; ଏହା ହେଉଛି— • ବିରୋଧୀ ରାଜନୀତି ଧୀରେ ଧୀରେ ଅସ୍ତ ହେଉଛି • ଆଞ୍ଚଳିକ ଦଳମାନେ ଧୀରେ ଧୀରେ ସଙ୍କୁଚିତ ହେବେ • ଏବଂ ମୋଦୀ ସରକାରଙ୍କ ପାଇଁ ଏକ ସାମ୍ବିଧାନିକ ଓ ରାଜନୈତିକ ସୁବିଧାଜନକ ପରିବେଶ ଭାରତୀୟ ସଂସଦୀୟ ଗଣତନ୍ତ୍ରର ଉପର ଗୃହ ବା ରାଜ୍ୟସଭା ପାଇଁ ଚଳିତ ବର୍ଷ ଏକ ଅଗ୍ନିପରୀକ୍ଷାର ବର୍ଷ। ୭୧ଟି ଆସନ ପାଇଁ ହେବାକୁ…

Read More