Author: TRUPTIMAYEE SAHOO

ଓଡ଼ିଶାରେ ଲୁଚିକି ରହୁଥିବା ବଂଲାଦେଶୀ ସାବଧାନ । ଏଥର ଆଉ ତ୍ରାହି ନାହିଁ । ଲୋକତନ୍ତ୍ରର ମୂଳ ଆଧାର ହେଉଛି ଭୋଟର ତାଲିକା। ଏହା ଯେତେ ସଠିକ୍, ସ୍ୱଚ୍ଛ ଓ ସମାବେଶୀ, ଲୋକତନ୍ତ୍ର ସେତେ ସୁଦୃଢ଼। ଭୋଟର ତାଲିକାରେ ଗୋଟିଏ ନାମ ଥିବା କେବଳ ଏକ ପ୍ରଶାସନିକ ଅଭ୍ୟାସ ନୁହେଁ; ଏହା ଗୋଟିଏ ନାଗରିକର ରାଜ୍ୟ ସହିତ ସମ୍ପର୍କର ସ୍ୱୀକୃତି। ସେହିପରି, ଭୋଟର ତାଲିକାରେ ନାମ ହଟିଯିବା କିମ୍ବା ସନ୍ଦେହାସ୍ପଦ ହୋଇଯିବା ଗୋଟିଏ ନାଗରିକ ପାଇଁ କେବଳ ଆଇନଗତ ଅସୁବିଧା ନୁହେଁ, ଏହା ଲୋକତନ୍ତ୍ରରୁ ବାହାରେ ଠେଲି ଦିଆଯିବା ସହିତ ସମାନ। ଏହି ପ୍ରି-ଏସଆଇଆର ଯୋଗୁ ଓଡ଼ିଶାକୁ ୨୦୦୨ ପରେ ଆସିଥିବା ବାଂଲାଦେଶୀ ନାଗରିକମାନେ ଏବେ ବଡ଼ ଚିନ୍ତାରେ ପହ଼ଇଯାଇଛନ୍ତି। କାରଣ ସେମାନଙ୍କୁ ଯେଉଁ ରଜନୈତିକ ଦଳମାନେ ଭୋଟବ୍ୟାଙ୍କ ମନେ କରି ସମସ୍ତ ପ୍ରକାରର ଭାରତୀୟ ପରିଚୟପତ୍ର ଯୋଗାଇ ଦେଇତିଲେ ତାହା କାମରେ ଆସିବ ନାହିଁ। ଏହି ପରିପ୍ରେକ୍ଷିତରେ, ଭାରତର…

Read More