Author: TRUPTIMAYEE SAHOO

ଓଡ଼ିଶାକୁ ଆମେ ସାଧାରଣତଃ ମନ୍ଦିର, ଉତ୍ସବ ଓ ଧାର୍ମିକ ପରମ୍ପରାର ରାଜ୍ୟ ଭାବେ ଚିହ୍ନୁ । କିନ୍ତୁ ଏହି ଭୂମିର ସଂସ୍କୃତି କେବଳ ପଥର ମନ୍ଦିରରେ ସୀମିତ ନୁହେଁ; ଏହା ଜୀବନ ଜୀବିକା, ଲୋକକଥା, ଆସ୍ଥା ଓ ପ୍ରକୃତି ସହିତ ମନୁଷ୍ୟର ସମ୍ପର୍କରେ ମଧ୍ୟ ଗଢ଼ିଉଠିଛି। ଏମିତି ଗୋଟିଏ ଅପୂର୍ବ କାହାଣୀ ମିଳେ ଚିଲିକାହ୍ରଦ ଅଞ୍ଚଳର କିଛି ଗାଁରେ—ଯେଉଁଠି ମାଛ ଧରିବା ଜୀବିକା, କିନ୍ତୁ ମାଛ ଖାଇବା ପାପ। ଶୁଣିବାକୁ ଅବାକ୍ ଲାଗିପାରେ । ଚିଲିକା ପାର ଗାଁ ମାନେ ମାଛଧରା ଜୀବନ, ଜାଲ, ଡଙ୍ଗା, ପାଣି ସହିତ ଦିନକାଟିବା—ଏହି ଛବି ମନେ ପଡ଼େ । କିନ୍ତୁ ଏଠି ମାଛ କେବଳ ଖାଦ୍ୟ ସମ୍ପଦ ନୁହେଁ; ସେ ଦେବତା, ପୂର୍ବଜଙ୍କ ଆତ୍ମା ଓ ଗାଁର ରକ୍ଷକ। ଏହି ଆସ୍ଥା ଗୋଟିଏ ଦିନର ଉତ୍ସାହ ନୁହେଁ, ବରଂ ଶତାବ୍ଦୀ ଧରି ପିଢ଼ି ପିଢ଼ି ଧାରଣ କରିଆସୁଥିବା ଜୀବନ ଦର୍ଶନ। ଲୋକକଥାରେ ଗାଁର ଇତିହାସ…

Read More