Author: TRUPTIMAYEE SAHOO

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ଅଭିନେତା ବିଜୟଙ୍କ ଚଳଚ୍ଚିତ୍ର ଜନ ନାୟକନକୁ ଅବରୋଧ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସ ତାମିଲ ସଂସ୍କୃତି ଉପରେ ଆକ୍ରମଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲ ଲୋକଙ୍କ ସ୍ୱରକୁ ଦମନ କରିବାରେ କେବେ ସଫଳ ହେବେ ନାହିଁ । ତାମିଲ ଚଳଚ୍ଚିତ୍ର ଜନ ନାୟକନର ପ୍ରଯୋଜକ ମାଡ୍ରାସ ହାଇକୋର୍ଟର ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ପରେ ରାହୁଲଙ୍କ ଏହି ବୟାନ ଆସିଛି। The I&B Ministry’s attempt to block ‘Jana Nayagan’ is an attack on Tamil culture. Mr Modi, you will never succeed in suppressing the voice of the Tamil people. — Rahul Gandhi (@RahulGandhi) January 13, 2026 କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC) ଦ୍ୱାରା ଚଳଚ୍ଚିତ୍ରକୁ ମଞ୍ଜୁରୀ…

Read More