Author: TRUPTIMAYEE SAHOO

ଶୁଳ୍କକୁ ନେଇ ଭାରତ-ଆମେରିକା ସମ୍ପର୍କ ତିକ୍ତ ହେବା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗାଜା ଶାନ୍ତି ବୋର୍ଡରେ ଯୋଗଦେବା ପାଇଁ ନୂଆଦିଲ୍ଲୀକୁ ଏକ ପ୍ରସ୍ତାବ ପଠାଇଛନ୍ତି । ଶୁକ୍ରବାର ଦିନ ମିଳିଥିବା ପ୍ରସ୍ତାବର ଭାରତ ଏପର୍ଯ୍ୟନ୍ତ ଉତ୍ତର ଦେଇନାହିଁ କିନ୍ତୁ ଏହା ବିଚାରାଧୀନ ଅଛି। ଭାରତୀୟ ଅଧିକାରୀମାନେ ରବିବାର ସ୍ୱୀକାର କରିଛନ୍ତି ଯେ ନୂଆଦିଲ୍ଲୀ ଏହି ପଦକ୍ଷେପରେ ଯୋଗଦେବା ପାଇଁ ନିମନ୍ତ୍ରଣ ପାଇଛି । ଅଧିକାରୀମାନେ ଏହି ପ୍ରସଙ୍ଗକୁ ଯାଞ୍ଚ କରୁଛନ୍ତି କାରଣ ଏଥିରେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଜଡ଼ିତ । ବିସ୍ତୃତ ଭାବରେ ଉଲ୍ଲେଖ ନକରି, ଜଣେ ଅଧିକାରୀ କହିଛନ୍ତି ଯେ ଭାରତ ଦୁଇ-ରାଷ୍ଟ୍ର ସମାଧାନକୁ ସମର୍ଥନ କରେ ଏବଂ ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଥିବା ସମସ୍ତ ପଦକ୍ଷେପକୁ ସମର୍ଥନ କରେ । ଟ୍ରମ୍ପ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚିଠିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

Read More