Author: TRUPTIMAYEE SAHOO

ଓଡ଼ିଶାରୁ ୫ ବର୍ଷ ଭିତରେ ୩୦ ଲକ୍ଷ କୋଟି ଟଙ୍କାର ଜମା ରାଶି ସଂଗ୍ରହ କରୁଥିବା ବ୍ୟାଙ୍କମାନେ ରାଜ୍ୟର ପ୍ରତି ପଞ୍ଚାୟତରେ ଅତି କମରେ ୧୦୦ ଜଣ ଯୁବକ ଯୁବତୀଙ୍କୁ ୧୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରନ୍ତୁ । ଏହି ଋଣ ପାଇବା ପାଇଁ ସରକାର ଗ୍ୟାରେଣ୍ଟର ପଢ଼ନ୍ତୁ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ବ୍ୟାଙ୍କ ମାନେ ମୂଳଧନ ଜମା ବ୍ୟବସ୍ଥାର ଉଚ୍ଛେଦ କରିବାକୁ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ମିଳିତ ଭାବେ ଦାବି କରିଛନ୍ତି କଳିଙ୍ଗ ସେନା ସାଧାରଣ ସମ୍ପାଦକ ରାଧାମୋହନ ପଟ୍ଟନାୟକ, ବିଜୟ ରାଜ, ଇଂ ମନୋଜ ନାୟକ, ସୁମନ୍ତ ସ୍ୱାଇଁ,ଅମୂଲ୍ୟ ନାୟକ,ଉପ ସଭାପତି ଅବଦୁଲ କୟୁମ ଖାନ, ହିମାଶୁଂ ନାୟକ, ସଙ୍ଗଠନ ମନ୍ତ୍ରୀ ସଞ୍ଜୟ ପ୍ରଧାନ,ସମ୍ପାଦକ ଅଶୋକ ସାହୁ, ବରଦାକାନ୍ତ ମହାନ୍ତି ଓ ନାରୀ ନେତ୍ରୀ ମୋନାଲିଶା ବିଶ୍ୱାଳ ପ୍ରମୁଖ । ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ,…

Read More