Author: TRUPTIMAYEE SAHOO

ସଠିକ୍ ସାଇକେଲ ଚାଳନ ନୀତି ତିଆରି କରି ଗ୍ଲୋବାଲ୍ ସାଉଥ୍ (ବିକାଶଶୀଳ ଦେଶ)ରେ ନିର୍ଗମନ ଏବଂ ପ୍ରଦୂଷଣ ହ୍ରାସ କରାଯାଇପାରିବ । ଚିକାଗୋ ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ଦିଲ୍ଲୀର ବୈଜ୍ଞାନିକମାନେ ଭାରତ, ବାଂଲାଦେଶ ଏବଂ ଘାନାର ଚାରୋଟି ସହରର ସାଇକେଲ ଚାଳନକାରୀଙ୍କ ମତାମତ ଉପରେ ଆଧାର କରି ଏହି ଅଧ୍ୟୟନ କରିଥିଲେ। ସାଂସ୍ଥାଗତ ସହାୟତାର ଅଭାବ ରିପୋର୍ଟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଦିଲ୍ଲୀର ସାଇକେଲ ଚାଳନ ଭିତ୍ତିଭୂମି ୟୁରୋପ ଏବଂ ବିକଶିତ ଦେଶମାନଙ୍କ ଅନୁରୂପ, କିନ୍ତୁ ଏହା ଦିଲ୍ଲୀ ପରିସ୍ଥିତି ସହିତ ଖାପ ଖାଏ ନାହିଁ। ନୀତି ନିର୍ଦ୍ଧାରକମାନେ ଜନସାଧାରଣଙ୍କ ଆବଶ୍ୟକତା ଉପରେ ଆଧାର କରି ଯୋଜନା କରିବା ଉଚିତ। ଆଇଆଇଟି ଦିଲ୍ଲୀର ସହକାରୀ ପ୍ରଫେସର ରାହୁଲ ଗୋୟଲ କହିଛନ୍ତି, “ସାଇକ୍ଲିଷ୍ଟଙ୍କ ଅଭାବ ନାହିଁ; ଅନୁଷ୍ଠାନିକ ସମର୍ଥନର ଅଭାବ ଅଛି।” ଧନୀ ଦେଶମାନଙ୍କରେ ସାଇକେଲ ଚାଳନ କ୍ରମଶଃ ସାଧାରଣ ହେଉଛି ରିପୋର୍ଟରେ କୁହାଯାଇଛି ଯେ ଅନେକ ଧନୀ ଦେଶରେ ସାଇକେଲ…

Read More