Author: TRUPTIMAYEE SAHOO

ଆଠଗଡ ବ୍ଲକର ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ଭୟଙ୍କର ଅଘଟଣ ଘଟିଛି। ବିଦ୍ୟାଳୟର ମିଡ-ଡେ ମିଲ ତିଆରି ସମୟରେ ରୋଷେଇ ଘରରେ ପ୍ରେସର କୁକର ହଠାତ୍ ଫାଟିଗଲା। ଏହାର ପ୍ରଭାବରେ ରୋଷେଇ ଘରର ଛପର ଉଡିଗଲା, ଯାହା ଦେଖି ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଭୟଭୀତ ହେଲେ। ଘଟଣାରେ ଦୁଇଜଣ ମହିଳା ରୋଷେୟା ଗମ୍ଭୀର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସକଙ୍କ ପ୍ରକାର, ଦୁଇଜଣଙ୍କର ଅବସ୍ଥା ସ୍ଥିର ରହିଛି ଏବଂ ଆବଶ୍ୟକ ସେବା ପ୍ରଦାନ କରାଯାଇଛି। ଘଟଣା ସମୟରେ ରୋଷେଇ ଘରରେ ରୋଷେଇକାମ କରୁଥିବା କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ତୁରନ୍ତ ବାହାରିଗଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଭୟଭୀତ ହୋଇଥିଲେ। ବିଦ୍ୟାଳୟ ପ୍ରାଧାନଶିକ୍ଷକ ସୂଚନା ଦେଲେ ଯେ, ଏହି ଅଘଟଣା ନିଜର ରୋଷେଇ ସାମଗ୍ରୀର ନିୟମିତ ରକ୍ଷା ନ ହେବାରୁ ଘଟିଛି। ପ୍ରାଧାନ ଶିକ୍ଷକ ଜଣାଇଛନ୍ତି, “ଆମେ ଏହି…

Read More