Author: Site Admin

ଓଡିଶାର ଇନିଂସ ପରାଜୟ ମୁଲାନି ଉଭୟ ଇନିଂସରେ ନେଲେ ୧୧ ଓ୍ୱିକେଟ ଦ୍ୱିଶତକ ମାରି ଚୟନ କର୍ତ୍ତାଙ୍କୁ ବାର୍ତ୍ତା ଦେଲେ ଶ୍ରେୟାସ ଚଳିତ ରଣଜୀ ଟ୍ରଫି(ଚତୁର୍ଥ ରାଉଣ୍ଡ)ରେ ଓଡ଼ିଶା ଆଉ ଏକ ଇନିଂସ ପରାଜୟର ସାମ୍ନା କରିଛି। ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ବିପକ୍ଷରେ ଓଡ଼ିଶା ଇନିଂସ ଓ ୧୦୩ ରନରେ ପରାଜିତ ହୋଇଛି। ମୁମ୍ବାଇ ପକ୍ଷରୁ ଶ୍ରେୟାସ ଆୟର ୨୩୩ ରନ୍‍ର ମାରାଥନ ଇନିଂସ ଖେଳିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ଚତୁର୍ଥ ଦ୍ୱିଶତକ ରହିଥିଲା। ସେହିପରି ବାମ ହାତି ସ୍ପିନର ସାମ୍ସ ମୁଲାନି ପ୍ରଥମ ଇନିଂସେର ୬ଟି ଓ ଦ୍ୱିତୀୟ ଇନିଂସେର ୫ଟି ଓ୍ୱିକେଟ୍‍ ନେଇ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୧୧ଓ୍ୱିକେଟ ସଫଳତା ପାଇଁ ମୁଲାନି ପ୍ଲେୟାର ଅଫ ଦ ମ୍ୟାଚ୍‍ ବିବେଚିତ ହୋଇଥିଲେ। କେବଳ ସନ୍ଦିପ ପଟ୍ଟନାୟକଙ୍କୁ ଛାଡିଦେଲେ ଓଡ଼ିଶାର ଅନ୍ୟ ଅନ୍ୟ କୌଣସି ବ୍ୟାଟର ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲେ। ସେ ପ୍ରଥମ…

Read More