Author: Site Admin

ଆଉ ମାତ୍ର ୨ ସପ୍ତାହ ପରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆରମ୍ଭ ହେବ। ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଟିମ୍‍ ଇଣ୍ଡିଆ ଜଣେ ଦକ୍ଷ ଓପନର ଆବଶ୍ୟକ କରୁଛି। ସେଥିପାଇଁ କେଏଲ ରାହୁଲଙ୍କୁ ଉପଯୁକ୍ତ ଅଭ୍ୟାସ ପାଇଁ ଆଗୁଆ ଅଷ୍ଟ୍ରେଲିଆ ପଠାଯାଇଛି। ସେଠାରେ ଘରୋଇ ଅଷ୍ଟ୍ରେଲିଆ ଏ’ ଦଳ ସହ ଭାରତ ଏ’ ଦଳ ଅନ୍‍ ଅଫିସିଆଲ ଟେଷ୍ଟ ସିରିଜ ଖେଳୁଛି। ରାହୁଲ ଭାରତ ଏ’ ଦଳରେ ସାମିଲ ହୋଇ ଦ୍ୱିତୀୟ ମ୍ୟାଚ୍‍ ଖେଳି ଉଭୟ ଇନିଂସରେ ସେ ବିଫଳ ହୋଇଛନ୍ତି। ପ୍ରଥମ ଇନିଂସରେ ସେ ୪ ରନ୍ କରିଥିଲେ। ଆଜି ଦ୍ୱିତୀୟ ଇନିଂସରେ ସେ ମାତ୍ର ୧୦ ରନ କରି ଆଉଟ୍‍ ହୋଇଛନ୍ତି। ବିଶାଳ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ ଭାରତ ଏ’ର ପ୍ରଥମ ଇନିଂସ ୧୬୧ ରନ ଜବାବରେ ଘରୋଇ ଅଷ୍ଟ୍ରେଲିଆ ଏ’ ଦଳ ପ୍ରଥମ ଇନିଂସରେ…

Read More