Author: Site Admin

ଟ୍ରେଡିଂ ଆପ୍‌ରେ ବାଇଆ ଯୁବପିଢି ରାତାରାତି ଧନୀ ହେବାର ନିଶା ହୋଇଛି କାଳ। ଏହି ନିଶାରେ ବେଶୀ ଉବୁଟୁବୁ ଯୁବପିଢି। ଛାତ୍ରଙ୍କ ଠୁ ଆରମ୍ଭ କରି ଜବରେ ଥିବା ଯୁବକମାନେ ଏଥିରେ ବେଶୀ ମଜ୍ଜି ଯାଉଛନ୍ତି। ଖାଲି ଯେ ଯୁବକ ତାହା ନୁହେଁ, ସରକାରୀ ଚାକିରିଆ, ବଡ ବଡ ବ୍ୟବସାୟୀ, ଅବସରପ୍ରାପ୍ତ ଅଧିକାରୀ ମଧ୍ୟ ସେମାନଙ୍କ ଗଚ୍ଛିତ ଟଙ୍କାକୁ କିପରି କମ ସମୟ ମଧ୍ୟରେ ଡବଲ, ତିନି ଡବଲ କରିବେ ସେ ନିଶାରେ ସାଇବର ଠକଙ୍କ ଶିକାର ହେଉଛନ୍ତି। ସେଥିପାଇଁ ସହଜ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ। କିଛି ନଜାଣି ଷ୍ଟକ ମାକେର୍ଟ, ଟ୍ରେଡିଂ ଆପରେ ଟଙ୍କା ଲଗାଇ ଦେଉଛନ୍ତି। ତାପରେ ଆକାଉଣ୍ଟ ଖାଲି ହୋଇଯାଉଛି। ପ୍ରତିଦିନ ଏପରି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ରାତିରାତି ବଡ ଲୋକ ହେବା ନିଶାରେ ନିଜ ଟଙ୍କା ଓ ଋଣ କରି ଲକ୍ଷ ଲକ୍ଷ ଟଙ୍କା ହରାଇ…

Read More