Author: Site Admin

ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର ଏବେ ପଞ୍ଚୁକ ଚାଲିଥିବାରୁ ଜଗାର ଦର୍ଶନ ପାଇଁ ପୁରୀରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ୍‌ ପ୍ରାଥମିକତା ଦେଉଛି। ମାତ୍ର କାର୍ତ୍ତିକ ମାସ ପରେ ପୁରୀ ଶ୍ରୀମନ୍ଦିରରେ ଲାଗୁ ହେବ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା । ଏହାର ରୂପରେଖ ଏବେ ପ୍ରସ୍ତୁତ ଚାଲିଛି, କିଛି ସ୍ଥିର ହୋଇନି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହେଉଛି ଆମ ପ୍ରଥମ କର୍ତ୍ତବ୍ୟ। ସମସ୍ତଙ୍କ ସହଯୋଗରେ ଭକ୍ତମାନେ କିପରି ଦର୍ଶନ ପାଇପାରିବେ ତାହାକୁ ପ୍ରାଥମିକତା ଦିଆଯାଉଛି। କାର୍ତ୍ତିକ ମାସ ପରେ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ କରାଯିବ । କାର୍ତ୍ତିକ ମାସ ପରେ ନୂଆ ପରିଚାଳନା କମିଟି ଗଠିତ ହେବ । ମ୍ୟାନେଜିଂ କମିଟି ଓ ରାଜ୍ୟ ସରକାରଙ୍କ…

Read More