Author: Ayesha Debnath

Mohan Majhi: ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଭଳି ରାଜନୀତିକ ପରିସ୍ଥିତି ଓଡ଼ିଶାରେ ସୃଷ୍ଟି ହୋଇଛି କି? ଏ ପ୍ରଶ୍ନ ପଚାରିବାର କାରଣ ହେଉଛି ଓଡ଼ିଶାରେ ବିରୋଧି ଦଳ ଓ ଶାସକ ଦଳ ଭିତରେ ସୃଷ୍ଟି ହୋଇଥିବା ସୁସଙ୍ଗତ ସମୀକରଣ। ଏହି ସମୀକରଣ କାରଣରୁ ଯଦିଓ ଦୁଇଦଳ ପରସ୍ପରରର ବିରୋଧୀ ବୋଲି ନିଜକୁ ଦର୍ଶାଉଛନ୍ତି କିନ୍ତୁ ଆବଶ୍ୟକବେଳେ ଶତ୍ରୁତା ଭୁଲି ପରସ୍ପର ପ୍ରତି ନରମ ଭାବ ପ୍ରଦର୍ଶନ କରୁଛନ୍ତି। ପୁଣି ଯେତେବେଳେ କେନ୍ଦ୍ର ସରକାରଙ୍କ କଥା ଉଠୁଛି ସେତେବେଳେ ବିରୋଧୀ ହୋଇ ବି ବିଜୁ ଜନତା ଦଳ ଶାସକଦଳ ବିଜେପିକୁ ସମର୍ଥନ କରୁଛି। ପୁଣି ଯେତେବେଳେ ବିରୋଧୀ ବିଜେଡି କୌଣସି ନିଜର କୃତକର୍ମ ଦ୍ୱାରା ଧନ୍ଦି ହେବାର ଆଶଙ୍କା ରହିଛି ସେତେବେଳେ ଶାସକଦଳ ବିଜେପି ମଧ୍ୟ ବିଜେଡିକୁ ସୁହାଇଲା ଭଳି ଭାବ ପ୍ରଦର୍ଶନ କରୁଛି। କିନ୍ତୁ ଏଭଳି କାହିଁକି? ବିଜେଡି ପ୍ରତି ବିଜେପି ଏତେ ନରମ କାହିଁକି? ପୁଣି ବିଜେଡିର…

Read More