Author: Ayesha Debnath

Los Angeles Fire: ଆମେରିକାର ଲସ୍ ଆଞ୍ଜେଲସର ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ବଢ଼ିବାରେ ଲାଗିଛି। ଏବେ ଏହା ଦକ୍ଷିଣ କାଲିଫର୍ଣ୍ଣିଆକୁ ମଧ୍ୟ ପ୍ରଭାବିତ କରିଛି। ନିଆଁର ଆଁରେ ଘରଦ୍ୱାର,ଜଙ୍ଗଲ ସବୁକିଛି ଜଳିଯାଇଛି। ପାଖାପାଖି ୩୦ ଲୋକଙ୍କ ଜୀବନ ନେଇଛି ଏହି ବନାଗ୍ନୀ। ନିଆଁ ଲିଭାଇବା ପାଇଁ ଆମେରିକା ଶହ ଶହ ହେଲିକପ୍ଟର ମୁତୟନ କରିଛି। ଜଙ୍ଗଲ ପାଖରେ ସମୁଦ୍ର ଅଛି ଏବଂ ହେଲିକପ୍ଟର ସେଠାରୁ ପାଣି ଆଣି ନିଆଁରେ ଢାଳିବାରେ ଲାଗିଛି। ତଥାପି ଆମେରିକାର ସବୁ ପ୍ରୟାସ ବିଫଳ ହେଉଛି। ଦକ୍ଷିଣ କାଲିଫର୍ଣ୍ଣିଆରେ ନିଆଁ ବ୍ୟାପିବାର ମୁଖ୍ୟ କାରଣ ହେଉଛି ପ୍ରବଳ ପବନ। ବିଶେଷଜ୍ଞଙ୍କ ମତରେ ଏହି ଋତୁରେ ଦକ୍ଷିଣ କାଲିଫର୍ଣ୍ଣିଆରେ ସାଧାରଣତଃ ପ୍ରବଳ ପବନ ବହିଥାଏ। ଏହାକୁ ସାନ୍ତା ଆନା କୁହାଯାଏ। ଏହି ବାୟୁ ବହୁତ ଶୁଖିଲା ହୋଇଥାଏ । ସେଥିପାଇଁ ଏହା ନିଆଁରେ ଇନ୍ଧନଭାବେ କାମ କରିଥାଏ। ଏହାପରେ ଏହି ଶୁଖିଲା ପବନ ଘଣ୍ଟାପ୍ରତି ୬୦-୭୦ ମାଇଲ ବେଗରେ…

Read More