Author: Ayesha Debnath

Kaun Banega Crorepati 16: କୌନ ବନେଗା କରୋଡ଼ପତି ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ କୁଇଜ୍ ସୋ’ ମଧ୍ୟରୁ ଅନ୍ୟତମ। ସୋ’କୁ ଅନେକ ଲୋକ ଆସିଛନ୍ତି ଯେଉଁମାନେ ନିଜ ଜ୍ଞାନ ବଳରେ ଏକ ଫ୍ଲାସ୍ ରେ କୋଟିପତି ଓ ଲକ୍ଷପତି ହୋଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି। ଅନେକ ସମୟରେ ଏହି ସୋ’ରେ ସେଲିବ୍ରିଟି ଅତିଥି ମଧ୍ୟ ନଜର ଆସିଥାନ୍ତି। ଏଥର ୟୁଟ୍ୟୁବର ତଥା ହାସ୍ୟ ଅଭିନେତା ସମୟ ରାଇନା, ତନ୍ମୟ ଭଟ୍ଟ ଏବଂ ଭୁବନ ବାମଙ୍କୁ ‘କୌନ ବନେଗା କରୋଡ଼ପତି’ରେ ଦେଖିବାକୁ ମିଳିବ। ସେମାନେ ଅମିତାଭ ବଚ୍ଚନଙ୍କ ସହ ମସ୍ତି କରୁଥିବାର ନଜର ଆସିବେ । ଇତି ମଧ୍ୟରେ ସୋ’ର ପ୍ରମୋ ରିଲିଜ୍ ହୋଇଛି। ପ୍ରମୋ ରିଲିଜ ହେବା ମାତ୍ରେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏବେ ହାସ୍ୟ ଅଭିନେତାମାନେ ଉପସ୍ଥିତ ଥିବା ବେଳେ କେମିତି ଜୋକ୍ ଓ ମଜା ହୋଇପାରିବ ନାହିଁ? ଆସନ୍ତୁ ଜାଣିବା…

Read More