Author: Ayesha Debnath

Phone: ଶୀତ ଋତୁ ଯିବା ପାଇଁ ପ୍ରସ୍ତୁତ ହେଉଛି ଏବଂ ଗ୍ରୀଷ୍ମ ଋତୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି । ଭାରତର ଅନେକ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହେଉଛି। ଏଭଳି ପରିସ୍ଥିତିରେ ସ୍ମାର୍ଟଫୋନ୍ ଭଳି ଯେକୌଣସି ଡିଭାଇସ୍ ଗରମ ହେବା ଏକ ସାଧାରଣ କଥା। ତେବେ ଅଧିକ ଗରମ ହେଲେ ଫୋନ୍ ଫାଟିପରେ। ତେଣୁ ଏହାକୁ ସୁରକ୍ଷିତ ତାପମାତ୍ରାରେ ରଖିବା ଜରୁରୀ। ଆସନ୍ତୁ ଜାଣିବା ଫୋନର ତାପମାତ୍ରା କ’ଣ ହେବା ଉଚିତ ଏବଂ ଗରମ ହେଉଥିଲେ କ’ଣ କରିବେ । ଫୋନର ତାପମାତ୍ରା କ’ଣ ହେବା ଉଚିତ? ଫୋନ୍ କଂପାନିଗୁଡ଼ିକ କହୁଛନ୍ତି ଯେ, ଏହାକୁ ଚାର୍ଜ କରିବା କିମ୍ବା ବ୍ୟବହାର କରିବା ସମୟରେ ଆଖପାଖର ତାପମାତ୍ରା ୦-୩୫ ଡିଗ୍ରୀ ମଧ୍ୟରେ ରହିବା ଉଚିତ । କମ୍ ତାପମାତ୍ରା ମଧ୍ୟ ଫୋନ୍ ପାଇଁ ଫାଟିପାରେ ଏବଂ ଉଚ୍ଚ ତାପମାତ୍ରା ଏହାକୁ ଅତ୍ୟଧିକ ଗରମ ଏବଂ ବିସ୍ଫୋରଣ ମଧ୍ୟ କରିପାରେ । ତେଣୁ…

Read More